Friday, May 9, 2025
38.3 C
Odisha

    ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର

    ଆଗକୁ ପଢନ୍ତୁ

    ବାରିପଦା; ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ରହିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦାର ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ । ଆଜି ସକାଳ ସମୟରେ ଗଣେଶ ମୂର୍ତ୍ତି ଭସାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍ ରୁ ୪ଜଣ ଛାତ୍ର ଯାଇଥିବା ବେଳେ କେନାଲରେ ଅଧିକ ପାଣି ଥିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ନିଖୋଜ ୨ଛାତ୍ରଙ୍କୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ