Thursday, April 24, 2025
31.3 C
Odisha

    ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କାଲି ସନ୍ଧ୍ୟାରୁ ବିଧାନସଭାରେ ବଡ଼ ହଙ୍ଗାମା ପରେ ବିବୃତି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବାଚସ୍ପତି କହିଲେ, ୭ ତାରିଖ ଦିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ କରାଗଲା । ହେଲେ ବିରୋଧୀ ଫ୍ଲାଗ କାର୍ଡ, ପୋଷ୍ଟର ଧରି ପ୍ରତିବାଦ କଲେ । ମାର୍ଚ୍ଚ ୨୦ରୁ କଳା ବ୍ୟାଚ୍, ପୋଷାକ ପିନ୍ଧି ପ୍ରତିବାଦ ଜାରି ରଖିଲେ । ହୁଇସିଲ ତୂରୀ, ଘଣ୍ଟ ବଜେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କଲେ । ୧୨ଟି କାର୍ଯ୍ୟ ଦିବସରୁ ୨ଟି କାର୍ଯ୍ୟ ଦିବସ ଚାଲିଲା । ୨୪ ତାରିଖ ସୁଦ୍ଧା ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲିଛି । ସର୍ବଦଳୀୟ ବୈଠକ ସତ୍ତେ୍ୱ ବିଶୃଙ୍ଖଳା ଜାରି ରଖିଲେ ବିରୋଧୀ ।ଉପବାଚସ୍ପତିଙ୍କ ରୁଲିଂ ପରେ ବି ସମାନ ସ୍ଥିତି ରହିଲା । କଂଗ୍ରେସ ସଦସ୍ୟ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ।

    ବାଚସ୍ପତିଙ୍କ ବିବୃତିକୁ ବିରୋଧ କରିଛି ବିଜେଡି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ବାଚସ୍ପତିଙ୍କ ବିବୃତି ଏକ ପାଖିଆ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.3 ° C
    31.3 °
    31.3 °
    33 %
    2kmh
    23 %
    Thu
    32 °
    Fri
    43 °
    Sat
    42 °
    Sun
    40 °
    Mon
    42 °

    ସମ୍ବନ୍ଧିତ