Tuesday, March 10, 2026
36.8 C
Odisha

    ଗୋଟିଏ ପରେ ଗୋଟିଏ କରି ୩ଟି କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ଆନନ୍ଦପୁର  :ଆଜି ଘଟିଛି ସିରିଜ୍ ଦୁର୍ଘଟଣା ।  ଗୋଟିଏ ପରେ ଗୋଟିଏ କରି ୩ଟି କାରକୁ ଧକ୍କା ଦେଲା ଟ୍ରକ ।  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।  କେନ୍ଦୁଝର ଜିଲ୍ଲା କୁମଡ଼ ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି ।  ଗାଡିଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।  ଏକ ଲୁହାପଥର ବୋଝେଇ ଟ୍ରକ ରଙ୍ଗ ରୁଟ୍ ରେ ଆସି ୩ରୁ ୪ଟି କାରକୁ ଧକ୍କା ଦେଇଥିଲା ।  ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।  ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    17 %
    4.5kmh
    2 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ