Thursday, September 18, 2025
29.2 C
Odisha

    ଚୋପା କରିବ ସୁନ୍ଦରୀ, ଚମକିବ ଆପଣଙ୍କ ତ୍ୱଚା

    ଆଗକୁ ପଢନ୍ତୁ

    ଆଳୁ ବ୍ୟବହାର କରିବା ସମୟରେ ଆମେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ ଆଣପ ଜାଣିଛନ୍ତି କି, ଆଳୁ ଚୋପା ଆପଣଙ୍କ ସୌନ୍ଦର୍ଯ୍ୟ ଫେରାଇ ଆଣିବାରେ ସାହାଯ୍ୟ କରିବ । ଆପଣଙ୍କ ସ୍କିନରେ ଦେଖାଯାଉଥିବା ଦାଗ ବି ଚୁଟକିରେ ଦୂର କରିଦେବ ।

    ବ୍ରଣ ଦୂର ହେବ: ଆଳୁ ଚୋପାରେ ଥିବା ଉପାଦାନ ବ୍ରଣ ସମାସ୍ୟାକୁ ଚୁଟକିରେ ଦୂର କରିଦେବ । ଏଥିସହ ତ୍ୱଚାରେ ଗଭୀର ଚମକ ଦିଏ ।

    ଦାଗ ରହିବନି: ତ୍ୱଚାରୁ ଡେଡ୍ ସେଲକୁ ହଟାଇବାରେ ଆଳୁ ଚୋପା ସାହାଯ୍ୟ କରେ । ନିୟମିତ ଏହାର ପେଷ୍ଟ ବ୍ୟବହାର କରିବା ଦ୍ୱାରା ମୁହଁରେ ଥିବା ଗଭୀର ଦାଗ ଦୂର ହୋଇଯାଏ ।

    ଜଳାପୋଡା ସମସ୍ୟା ରୁହେନାହିଁ: କିଛିଜଣଙ୍କ ସ୍କିନ୍ ଖୁବ୍ ସେନସିଟିଭ ହୋଇଥାଏ । ସେମାନଙ୍କଠାରେ ହିଁ ଜଳାପୋଡ଼ା ସମସ୍ୟା ଅଧିକ ଦେଖାଯାଏ । ଏହାକୁ ଦୂର କରିବା ପାଇଁ ଆଳୁ ଚୋପା ବିଶେଷ ଭାବେ ସାହାଯ୍ୟ କରେ ।

    ବ୍ରାଇଟନେସ ଆଣେ: ଯଦି ଆପଣ ପ୍ରତିଦିନ ଆଳୁ ଚୋପାକୁ ଫେସପ୍ୟାକ ଭାବେ ମୁହଁରେ ପ୍ରୟୋଗ କରନ୍ତି ତେବେ ସ୍କିନ୍ ଗ୍ଲୋ କରିବା ସହ ମୁହଁ ଗୋରା ଦିଶେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    72 %
    0.9kmh
    99 %
    Thu
    31 °
    Fri
    30 °
    Sat
    32 °
    Sun
    32 °
    Mon
    30 °

    ସମ୍ବନ୍ଧିତ