Tuesday, April 21, 2026
29.4 C
Odisha

    ଜଟଣୀ EO ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ଜଟଣୀ ପୌରପାଳିକା EO ସୂର୍ଯ୍ୟମଣି ପାଟ୍ଟଯୋଶୀ ଆଜି ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭୁବନେଶ୍ୱରରେ ପାଟ୍ଟଯୋଶୀଙ୍କର ୪ଟି ଫ୍ଲାଟ୍‌ ଥିବା ବେଳେ ବ୍ରହ୍ମପୁରରେ ୨ଟି ବିଲ୍ଡିଂ, ୧୧ଟି ପ୍ଲଟ୍‌, ୪୭୫ ଗ୍ରାମ ସୁନା, ନଗଦ ୧୭ ଲକ୍ଷ ଟଙ୍କା ଏବଂ ୯୦ ଲକ୍ଷ ଟଙ୍କାର ଜମାଖାତା ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ