Tuesday, December 9, 2025
14.3 C
Odisha

    ଜିମ୍ବାୱେ ନିକଟରୁ ୧୩ ରନ୍‌ରେ ହାରିଲା ଟିମ୍‌ ଇଣ୍ଡିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ୍‌ ପରିସରରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପରାସ୍ତ ହୋଇଛି। ଘରୋଇ ଜିମ୍ବାୱେ ଭ୍ରମଣକାରୀ ଭାରତୀୟ ଦଳକୁ ୧୩ ରନ୍‌ରେ ହରାଇଛି। ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିବା ସହ ଟିମ୍‌ ଇଣ୍ଡିଆକୁ ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.3 ° C
    14.3 °
    14.3 °
    39 %
    1.3kmh
    100 %
    Tue
    26 °
    Wed
    26 °
    Thu
    27 °
    Fri
    27 °
    Sat
    26 °

    ସମ୍ବନ୍ଧିତ