Wednesday, October 23, 2024
21.7 C
Odisha

    ଡାକ୍ତରଖାନା ପରିସରରେ ରହିବନି ଔଷଧ ଦୋକାନ

    ଆଗକୁ ପଢନ୍ତୁ

    ଡାକ୍ତରଖାନା ପରିସରରୁ ଔଷଧ ଦୋକାନ ହଟିବ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ସିଡିଏମଓଙ୍କ ସମେତ ଏମକେସିଜି ମେଡିକାଲ ଓ ଭିମସାର ମେଡିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୨୦୧୫ରେ ମେଡିକାଲ୍ କ୍ୟାମ୍ପସ ମଧ୍ୟରେ ଥିବା ଔଷଧ ଦୋକାନୀ ଲାଇସେନ୍ସ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ । ହାଇକୋର୍ଟ ସମସ୍ତ ଆବେଦନର ଶୁଣାଣୀ କରି ଲାଇସେନ୍ସ ଅବଧି ବୃଦ୍ଧିକୁ ନାକଚ କରିଦେବା ସହ ମେଡିକାଲ କ୍ୟାମ୍ପସରେ ନୂଆ ଔଷଧ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ । କିଛି ଔଷଧ ଦୋକାନଙ୍କ ଲାଇସେନ୍ସ ଅବଧି ସରିଯାଇଥିଲେ ମଧ୍ୟ,କୋର୍ଟଙ୍କ ଅନ୍ତରୀଣ ଆଦେଶ ବଳରେ ଔଷଧ ଦୋକାନ ଗୁଡିକ ଚାଲୁରହିଥିଲା । ୧୯.୦୪.୨୪ରେ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରି ମେଡିକାଲ କ୍ୟାମ୍ପସ ଭିତରେ ଥିବା ସମସ୍ତ ଔଷଧ ଦୋକାନକୁ ନୋଟିସ ଜାରି କରିବାର ୧୫ ଦିନ ମଧ୍ୟରେ ଖାଲି କରିବା ସହ ସମସ୍ତ ବକେୟା ପାଉଣା ସଂଗ୍ରହ କରିବାକୁ ନିର୍ଦ୍ଦେଶ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ