Thursday, December 18, 2025
14.3 C
Odisha

    ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା ଭସାଣି ସମୟରେ ଡିଜେ ବାଜୁଥିଲା। ଏହି ସମୟରେ ଲୋକମାନେ ନାଚୁଥିଲେ ଏବଂ ବୁଲୁଥିଲେ। ୧୩ ବର୍ଷିୟ ସମର ବିଲାଉର୍‌ ଭିଡ଼ରେ ଠିଆ ହୋଇଥିଲେ। ପ୍ରଚଣ୍ଡ ଡିଜେ ସାଉଣ୍ଡ ଯୋଗୁ ସମର ତଳେ ପଡିଯାଇଥିଲେ। ପରିବାର ସଦସ୍ୟମାନେ ସାଉଣ୍ଡ କମାଇବାକୁ କହିଥିଲେ, କିନ୍ତୁ ଡିଜେ କେହି ବନ୍ଦ କରି ନ ଥିଲେ। ସମରଙ୍କୁ ତୁରନ୍ତ ନର୍ମଦା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମରର ମା’ ଏବେ ନ୍ୟାୟ ଦାବି କରୁଛନ୍ତି। ସେ ଡିଜେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.3 ° C
    14.3 °
    14.3 °
    44 %
    1.7kmh
    0 %
    Thu
    14 °
    Fri
    26 °
    Sat
    27 °
    Sun
    27 °
    Mon
    28 °

    ସମ୍ବନ୍ଧିତ