Thursday, June 5, 2025
32.6 C
Odisha

ନଦୀରୁ ନାବାଳକର ମୃତଦେହ ଉଦ୍ଧାର, ଗତକାଲିଠୁ ଥିଲେ ନିଖୋଜ

ଆଗକୁ ପଢନ୍ତୁ

ପୁରୀ : ନଦୀରୁ ନାବାଳକର ମୃତଦେହ ଉଦ୍ଧାର। ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ଗାଁ ନିକଟ ଭାର୍ଗବୀ ନଦୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସତ୍ୟଭାମା ବିଶ୍ବାଳଙ୍କ ନାବାଳକ ପୁଅ । ପିଲାଟି ମାନସିକ ବିକୃତ ଥିଲା । ଗତକାଲିଠୁ ନିଖୋଜ ଥିିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ପରିବାର। ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସନ୍ଧାନ ମିଳିନଥିଲା । ଆଜି ଭାର୍ଗବୀ ନଦୀରୁ ମୃତଦେହ ମିଳିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
32.6 ° C
32.6 °
32.6 °
42 %
0.8kmh
88 %
Thu
33 °
Fri
40 °
Sat
41 °
Sun
42 °
Mon
43 °

ସମ୍ବନ୍ଧିତ