Friday, October 2, 2026
22.9 C
Odisha

    ନଦୀରୁ ନାବାଳକର ମୃତଦେହ ଉଦ୍ଧାର, ଗତକାଲିଠୁ ଥିଲେ ନିଖୋଜ

    ଆଗକୁ ପଢନ୍ତୁ

    ପୁରୀ : ନଦୀରୁ ନାବାଳକର ମୃତଦେହ ଉଦ୍ଧାର। ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ଗାଁ ନିକଟ ଭାର୍ଗବୀ ନଦୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସତ୍ୟଭାମା ବିଶ୍ବାଳଙ୍କ ନାବାଳକ ପୁଅ । ପିଲାଟି ମାନସିକ ବିକୃତ ଥିଲା । ଗତକାଲିଠୁ ନିଖୋଜ ଥିିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ପରିବାର। ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସନ୍ଧାନ ମିଳିନଥିଲା । ଆଜି ଭାର୍ଗବୀ ନଦୀରୁ ମୃତଦେହ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ