Thursday, March 12, 2026
36.2 C
Odisha

    ନୂଆବର୍ଷରେ ଅଘଟଣ: ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ନୂଆବର୍ଷରେ ବୁଲିଲା ଖଣ୍ଡା, ଦୁଇ ଗୁରୁତର। ବଲାଙ୍ଗୀର ତୁଳସୀ ନଗରରେ ଅଭାବନୀୟ ଘଟଣା ଘଟିଛି। ନୂଆବର୍ଷ ସେଲିବ୍ରେସନ୍ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଗଣ୍ଡଗୋଳ କରିଥିଲେ ଏବଂ ପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତର ମଧୁସୂଦନ ବଗର୍ତି ଏବଂ ଅଗ୍ନି କୁମାର ବିଶି ବୋଲି ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ