Friday, October 23, 2026
28.1 C
Odisha

    ନୂଆବର୍ଷରେ ଅଘଟଣ: ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ନୂଆବର୍ଷରେ ବୁଲିଲା ଖଣ୍ଡା, ଦୁଇ ଗୁରୁତର। ବଲାଙ୍ଗୀର ତୁଳସୀ ନଗରରେ ଅଭାବନୀୟ ଘଟଣା ଘଟିଛି। ନୂଆବର୍ଷ ସେଲିବ୍ରେସନ୍ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଗଣ୍ଡଗୋଳ କରିଥିଲେ ଏବଂ ପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତର ମଧୁସୂଦନ ବଗର୍ତି ଏବଂ ଅଗ୍ନି କୁମାର ବିଶି ବୋଲି ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    49 %
    2kmh
    55 %
    Fri
    29 °
    Sat
    29 °
    Sun
    28 °
    Mon
    27 °
    Tue
    28 °

    ସମ୍ବନ୍ଧିତ