Sunday, February 16, 2025
20.5 C
Odisha

    ନୂଆବର୍ଷ ପାଳିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନବୀନ ନିବାସ ନ ଆସିବାକୁ କହିଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ଆଗ ଭଳି ନବୀନ ନିବାସରେ ଭିଡ ଲାଗିବନି କି ଫୁଲ ତୋଡ଼ା ନେଇ ଯିବେନି ନେତା ଓ ପ୍ରଶଂସକ । ଏ ନେଇ ବାରଣ କରିଛନ୍ତି ନବୀନ । କାରଣ ନୂଆବର୍ଷ ପାଳିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ଏପରି ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ନେତା । ଆସନ୍ତାକାଲି ଅଭିନନ୍ଦନ ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁମାନଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    40 %
    2.3kmh
    0 %
    Sun
    21 °
    Mon
    35 °
    Tue
    36 °
    Wed
    37 °
    Thu
    36 °

    ସମ୍ବନ୍ଧିତ