Thursday, July 2, 2026
25.3 C
Odisha

    ନୂଆବର୍ଷ ପାଳିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନବୀନ ନିବାସ ନ ଆସିବାକୁ କହିଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ଆଗ ଭଳି ନବୀନ ନିବାସରେ ଭିଡ ଲାଗିବନି କି ଫୁଲ ତୋଡ଼ା ନେଇ ଯିବେନି ନେତା ଓ ପ୍ରଶଂସକ । ଏ ନେଇ ବାରଣ କରିଛନ୍ତି ନବୀନ । କାରଣ ନୂଆବର୍ଷ ପାଳିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ଏପରି ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ନେତା । ଆସନ୍ତାକାଲି ଅଭିନନ୍ଦନ ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁମାନଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    94 %
    2.3kmh
    100 %
    Thu
    25 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ