Tuesday, December 9, 2025
15.1 C
Odisha

    ପଥର ବୋଝେଇ ଡମ୍ପର ଜବତ କଲା ତହସିଲଦାର

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବେଆଇନ ପଥର ବୋଝେଇ ଡମ୍ପର ଜବତ ହୋଇଛି। ସୋର ତହସିଲଦାର ଜବତ କରି ଏହାକୁ ସୋର ଥାନାରେ ଜିମା ଦେଇଛନ୍ତି।ଆଜି ଅପରାହ୍ନରେ ସୋର ତହସିଲଦାର ସେକ ସାଗିର ଏହି ସ୍ଥାନରେ ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି ଆସୁଥିବା ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଡମ୍ପର (ଓଆର ୧୫ କ୍ୟୁ ୬୮୪୩) ବେଆଇନ ଭାବେ ପଥର ପରିବହନ କରୁଥିବା ଜଣାପଡ଼ିଥିଲା। ତହସିଲଦାର ଡମ୍ପରକୁ ଜବତ କରି ସୋର ପୁଲିସ ନିକଟରେ ଜିମା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    15.1 ° C
    15.1 °
    15.1 °
    37 %
    1.4kmh
    100 %
    Mon
    15 °
    Tue
    26 °
    Wed
    26 °
    Thu
    27 °
    Fri
    27 °

    ସମ୍ବନ୍ଧିତ