Sunday, August 30, 2026
24.2 C
Odisha

    କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁର ରେଳ ଷ୍ଟେସନରୁ ଧରିଲା GR ପୋଲିସ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ଧରିଲା GR ପୋଲିସ । ପଶ୍ଚିମବଙ୍ଗ ମୁରସିଦାବାଦ ଜିଲ୍ଲାର ଦୁଇ ଯୁବକ ବଡ଼ ବଣ୍ଡଲର ଲଗେଜ ସହ କିଛି ପ୍ଲାଷ୍ଟିକ କ୍ରିକେଟ ବ୍ୟାଟ ଧରିଥିଲେ । ସେମାନଙ୍କ ଭାବଭଙ୍ଗୀରୁ GR ପୋଲିସ ସନ୍ଦେହ କରି RPF ଓ CIB ଙ୍କ ସହାୟତାରେ ସେମାନଙ୍କ ଯାଞ୍ଚ କରିବାରୁ 23 ଟି ବେକପେକ ଓ 10 ଟି କ୍ରିକେଟ ବ୍ୟାଟରୁ ଚୋରାରେ ଚାଲାଣ ହେଉଥିବା 17 କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରି ଉଭୟଙ୍କୁ ଗିରଫ କରିଛନ୍ତି । ସେମାନେ କେଉଁଠୁ ଏହା ଆଣିଥିଲେ ଏବଂ କେଉଁଠୁକୁ ନେଇଥାନ୍ତେ ତାର ତଦନ୍ତ କରୁଛି GR ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    3.6kmh
    100 %
    Sun
    24 °
    Mon
    26 °
    Tue
    22 °
    Wed
    25 °
    Thu
    27 °

    ସମ୍ବନ୍ଧିତ