Tuesday, April 21, 2026
42 C
Odisha

    ପଶ୍ଚିମବଙ୍ଗରୁ ଆସିବ ପୁଞ୍ଜି, ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ଆସିବ ପୁଞ୍ଜି । ରାଜ୍ୟକୁ ଆହୁରି ଅଧିକ ନିବେଶ ଆସିବ । ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡ ସୋରେ ଭାଗନେବେ ମୁଖ୍ୟମନ୍ତ୍ରୀ । ଶିଳ୍ପପତି ଓ ନିବେଶକଙ୍କ ସହ କରିବେ ୱାନ୍ ଟୁ ୱାନ୍ । ତାଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ରହିବେ । ହାଇଦ୍ରାବାଦ ପରେ ଏହା ହେଉଛି ସରକାରଙ୍କ ଦ୍ବିତୀୟ ନିବେଶକ ସମ୍ମିଳନୀ । ଗତ ଡିସେମ୍ବର ୧୯ରେ ହାଇଦ୍ରାବାଦରେ ଏକ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଥିରୁ ପ୍ରାୟ ୬୭ହଜାର କୋଟି ଟଙ୍କାର ପୁଞ୍ଜି ଆସିଥିଲା ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ