Saturday, May 10, 2025
33.9 C
Odisha

    ପିକଅପ ଧକ୍କାରେ ଚାଲିଗଲା ୧୦ମ ଛାତ୍ରଙ୍କ ଜୀବନ

    ଆଗକୁ ପଢନ୍ତୁ

    ମାଲକାନଗିରି : ଆଜି ସରୁଛି ମାଟ୍ରିକ୍ ପରୀକ୍ଷା। ହେଲେ ବର୍ତ୍ତମାନ ମାଲକାନଗିରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚନ୍ଦନଗୁଡ଼ା ନିକଟରେ ବାଇକରେ ୧୦ମ ଛାତ୍ର ଜଣକ ପରୀକ୍ଷା ଦେବା ଲାଗି ଯାଉଥିଲେ। ଏହି ସମୟରେ ଏକ ପିକ୍‌ଅପ୍ ଧକ୍କା ଦେଇଥିଲା।

    ସୂଚନାନୁଯାୟୀ, ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ପିକ୍‌ଅପ୍ ଏହି ୧୦ମ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    27 %
    3.7kmh
    100 %
    Fri
    31 °
    Sat
    41 °
    Sun
    42 °
    Mon
    40 °
    Tue
    42 °

    ସମ୍ବନ୍ଧିତ