Friday, October 9, 2026
22 C
Odisha

    ପିକଅପ ଧକ୍କାରେ ଚାଲିଗଲା ୧୦ମ ଛାତ୍ରଙ୍କ ଜୀବନ

    ଆଗକୁ ପଢନ୍ତୁ

    ମାଲକାନଗିରି : ଆଜି ସରୁଛି ମାଟ୍ରିକ୍ ପରୀକ୍ଷା। ହେଲେ ବର୍ତ୍ତମାନ ମାଲକାନଗିରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚନ୍ଦନଗୁଡ଼ା ନିକଟରେ ବାଇକରେ ୧୦ମ ଛାତ୍ର ଜଣକ ପରୀକ୍ଷା ଦେବା ଲାଗି ଯାଉଥିଲେ। ଏହି ସମୟରେ ଏକ ପିକ୍‌ଅପ୍ ଧକ୍କା ଦେଇଥିଲା।

    ସୂଚନାନୁଯାୟୀ, ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ପିକ୍‌ଅପ୍ ଏହି ୧୦ମ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ