Saturday, March 14, 2026
38.2 C
Odisha

    ପିପିଲିରେ ବାର୍ଡ଼ ଫ୍ଲୁ , ତଦନ୍ତ କରୁଛନ୍ତି ୧୩ ଜଣିଆ ଡାକ୍ତର ଟିମ

    ଆଗକୁ ପଢନ୍ତୁ

    ପିପିଲି : ବାର୍ଡ଼ ଫ୍ଲୁ ପରେ କୁକୁଡ଼ା ମରା ଅଭିଯାନ। ପିପିଲିରେ ବାର୍ଡ଼ ଫ୍ଲୁ । ଘଟଣାର ତଦନ୍ତ କରୁଛନ୍ତି ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ । ପିପିଲିରେ ୪୭ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ଅନୁମାନ । ଆଜି ଦ୍ୱିତୀୟ ଦିନରେ ୪ ହଜାର ୭୪୯ କୁକୁଡ଼ା ମରାଯାଇଛି । ଜନବସତି ଠାରୁ ଦୂରକୁ ନେଇ ଗାତ ଖୋଳି ପୋତା ଯାଉଛି ।

    ପିପିଲିକୁ ୧୧ଟି ପ୍ରବେଶ ପଥ ରହିଥିବା ବେଳେ ସମସ୍ତ ପ୍ରବେଶ ପଥକୁ ସିଲ କରିବା ପାଇଁ ବିଭାଗ ପକ୍ଷରୁ ଜ଼ିଲ୍ଲାପାଳଙ୍କ ଅନୁରୋଧ କରାଯିବ ବୋଲି କଟକ ସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ