Wednesday, September 16, 2026
24.5 C
Odisha

    ବଜରଙ୍ଗବଲୀ ଙ୍କ କୃପାରୁ 5ଟି ଭାଗ୍ୟଶାଳୀ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ ହେବ ଧନ ପ୍ରାପ୍ତି

    ଆଗକୁ ପଢନ୍ତୁ

    ଯାହାର କୁଣ୍ଡଳୀରେ ବଜରଙ୍ଗବଲୀ ଙ୍କ କୃପାରୁ 60 ବର୍ଷ ପରେ ଧନ ପ୍ରାପ୍ତିର ଯୋଗ ହୋଇଛି । ଏହି ରାଶିକୁ ବଜରଙ୍ଗବଲୀ ଙ୍କ କୃପାରୁ ଧନୀ ହେବାର ବର ମିଳିଛି, ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ l

    ଏହି ରାଶି ଥିବା ଲୋକଙ୍କର ଆଗାମୀ ସମୟ ଅତି ଉତ୍ତମ ରହିବ, ବଜରଙ୍ଗବଲୀ ଙ୍କ କୃପାରୁ ଆପଣ ଆପଣଙ୍କ କାମରେ ଲଗାତାର ସଫଳତା ହେବେ, ଚିନ୍ତାରୁ ମୁକ୍ତି ମିଳିପାରେ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ, ବୈବାହିକ ଜୀବନରେ ଚାଲୁଥିବା ସମସ୍ୟା ଦୂର ହୋଇପାରେ, ବିଦେଶ ଯାତ୍ରାରେ ଯିବାର ଯୋଗ ଅଛି, କୌଣସି ସମ୍ପର୍କୀୟ ଙ୍କ ସହାୟତାରେ ଆପଣଙ୍କୁ ଭଲ ଲାଭ ମିଳିପାରେ, କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ପ୍ରାପ୍ତି ହୋଇପାରେ, ହଠାତ ଆପଣଙ୍କୁ କୌଣସି ନୂଆ ଯୋଜନାରେ କାମ କରିବାକୁ ପଡିପାରେ ।

    ଆପଣଙ୍କର ସାକ୍ଷାତ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ହୋଇପାରେ ଯାହାର ସହାୟତାରେ ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ଆଗକୁ ପଢ଼ିପାରନ୍ତି, ଘର ର ବାତାବରଣ ଠିକ ରହିବ, ଆପଣ ଆପଣଙ୍କ ଲକ୍ଷ ହାସଲ କରିବାରେ ସଫଳ ହୋଇପାରନ୍ତି, ମାନସିକ ଚିନ୍ତା ଦୂର ହେବ, ଆପଣଙ୍କ ବ୍ୟବହାରରେ ଅଧିକାଂଶ ଲୋକ ପ୍ରଭାବିତ ହୋଇପାରନ୍ତି, ସାଙ୍ଗମାନଙ୍କ ସହ ମନୋରଞ୍ଜନ ମଜାଳିଆ ଗତିବିଧିରେ ଭାଗ ନେବାର ସୁଯୋଗ ମିଳିପାରେ, ଜୀବନସାଥୀ ର ସମ୍ପୂର୍ଣ ସହଯୋଗ ମିଳିବ, ଆପଣଙ୍କ ମନ କାମରେ ଲାଗିବ, ଆପଣଙ୍କ ଆର୍ଥିକ ସ୍ଥିତି ଠିକ ହୋଇପାରେ । ସେହି 5ଟି ଭାଗ୍ୟଶାଳୀ ରାଶିମାନଙ୍କର ନାମ ହେଉଛି ମେଷ, ବୃଷ, ସିଂହ, ବିଛା ଓ ଧନୁ ରାଶି ଅଟେ ।

    ବେକ ଯନ୍ତ୍ରଣାର ଘରୋଇ ଉପଚାର…

    ଚଟାଣ କି˚ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ। ମୁଣ୍ତ, କାନ୍ଧ, ବାହୁରେ ଯନ୍ତ୍ରଣା ଅନୁଭୂତ ହୁଏ। ଉପଶମ ପାଇଁ ଘରୋଇ ଚିକିତ୍ସା କରିପାରିବେ। ବେକ ଉପରେ ବରଫ ଘଷନ୍ତୁ, ଆରାମ ଲାଗିବ। ଉଷୁମ ପାଣିରେ ସେକ ଦିଅନ୍ତୁ। ତଳକୁ ନଇଁ ଭାରୀ ଜିନିଷ ଉଠାନ୍ତୁନାହିଁ। ବେକ ପାଇଁ ଉଦ୍ଦିଷ୍ଟ କିଛି ବ୍ୟାୟାମ ଅଭ୍ୟାସ କରନ୍ତୁ। କାନ ଓ କାନ୍ଧ ମଧୢରେ ମୋବାଇଲ୍‌ ଫୋନ୍‌ ଚାପି ରଖି କଥା ହୁଅନ୍ତୁନାହିଁ। ଏହା ଦ୍ବାରା ବେକ ପୀଡ଼ା ବଢେ଼। ବେକ ଉପରେ ଅଙ୍ଗୁଠି ଦ୍ବାରା ଧୀରେ ଧୀରେ ଉପରୁ ତଳକୁ ଚାପ ଦିଅନ୍ତୁ। ଭିଟାମିନ୍‌ ଡିଯୁକ୍ତ ଖାଦ୍ୟ, କମଳା ରସ, ତେଲିଆ ମାଛ ଖାଆନ୍ତୁ। ସୂର୍ଯ୍ୟ କିରଣରେ ବୁଲନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ବେକ ପଟି ବାନ୍ଧନ୍ତୁ ନାହିଁ। ସମସ୍ୟା ଅଧିକ ହେଲେ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ