Tuesday, March 10, 2026
29 C
Odisha

    ବାଲିଯାତ୍ରାରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    କଟକ  :   ଆଜି ଥିଲା କଟକ ବାଲିଯାତ୍ରାର ଦ୍ୱିତୀୟ ଦିନ । ଏବର୍ଷ ନଭେମ୍ବର ୫ ରୁ ବାଲିଯାତ୍ରା ଆରମ୍ଭ ହୋଇ ୧୨ ରେ ଶେଷ ହେବ । କିନ୍ତୁ ,ଆଜି ବୈଷ୍ଣବ ପାଣି ମଞ୍ଚରେ ବିଦୁତ୍ ତାରରୁ ନିଆଁ ବାହାରିଥିଲା । ଏହା ଦେଖି ସଙ୍ଗେସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଏକ ବଡ ଅଘଟଣରୁ ବଞ୍ଚିଯିବା ନେଇ ,ସ୍ଥାନୀୟ ମହଲରେ ଚର୍ଚା ହଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    40 %
    2.7kmh
    39 %
    Tue
    31 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ