Wednesday, May 14, 2025
34.3 C
Odisha

    ବିଜେପିରୁ ଇସ୍ତଫା ଖବରକୁ ନିଜେ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ଏକ ଖବର ପ୍ରସାରିତ ହୋଇଥିଲା ଯେ,ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି । ହେଲେ ବର୍ତ୍ତମାନ ନିଜେ ନୀତେଶ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୋ ଫେସବୁକ ଆକାଉଣ୍ଟକୁ ହ୍ୟାକ କରାଯାଇଛି । ଏଥିସହ ସେ କହିଛନ୍ତି ଯେ, ମୁଁ ବିଜେପିରେ ଅଛି ଓ ରହିବି ମଧ୍ୟ । ସେ କହିଛନ୍ତି ଯେ, ମୁଁ ଦେବଗଡ଼ରେ ବିଜେପି ପାଇଁ ପ୍ରଚାର କରିବି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    34.3 ° C
    34.3 °
    34.3 °
    38 %
    4kmh
    47 %
    Wed
    31 °
    Thu
    41 °
    Fri
    43 °
    Sat
    45 °
    Sun
    45 °

    ସମ୍ବନ୍ଧିତ