Saturday, July 27, 2024
24.6 C
Odisha

    ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

    ଆଗକୁ ପଢନ୍ତୁ

    ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପି ଟିକେଟରୁ ଲଢି ବିଧାୟକ ହୋଇଥିଲେ । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡିବା ପରେ ବିଧାୟକ ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଦଳରେ ନୀତିନୈତିକତା ବୋଲି କିଛି ନାହିଁ । ଦଳରେ ଅଣଦେଖା କରାଯିବାରୁ ଦଳ ଛାଡିଲି । ସୁକାନ୍ତ ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ନୀଳଗିରି ବିଧାୟକ ହୋଇଥିଲେ । ପରେ ସେ ପୁଣି ୨୦୧୯ରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଇସ୍ତଫା ନିଶ୍ଚିତ ଭାବରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କାରଣ ଉତ୍ତର ଓଡ଼ିଶାରେ ବିଜେପିକୁ ବାଏ ବାଏ କାରିବା ଦଳ ପ୍ରତି ଏହା ବେସ ପ୍ରଭାବ ପକାଉଛି । ଠିକ ନିର୍ବାଚନ ବୈତରଣୀ ପାର ହେବା ବେଳେ ନୌକା ଛାଡିଦେଉଛନ୍ତି ନାଉରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ