Saturday, December 20, 2025
18.6 C
Odisha

    ଭାରସାମ୍ୟ ହରାଇ ବ୍ରିଜ ଉପରକୁ ଚଢ଼ିଲା ବସ, ୧୫ ରୁ ଅଧିକ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି  : ସଡକ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ଏମିତି ଅଘଟଣ ହୋଇଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ଠାରେ ।. ଭାରସାମ୍ୟ ହରାଇ ବ୍ରିଜ ଉପରକୁ ଚଢ଼ିଯାଇଛି ଏକ ବସ । ଫଳରେ ଏଥିରେ ଥିବା ୧୫ ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଗୋବିନ୍ଦପାଲି ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୟପୁରରୁ ଚିତ୍ରକୋଣ୍ଡା କୁ ଆସୁଥିବା ବେଳେ ଗୋବିନ୍ଦପାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତ ଆହାତଙ୍କୁ ମାଥିଲି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ବେଳକୁ ଗୁରୁତରଙ୍କୁ ମାଲକାନଗିରି ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.6 ° C
    18.6 °
    18.6 °
    43 %
    0.8kmh
    0 %
    Sat
    26 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ