Monday, June 16, 2025
26 C
Odisha

ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

ଆଗକୁ ପଢନ୍ତୁ

ଭୁବନେଶ୍ୱର: ପଣ୍ଡ ହେଲା ଡକାୟତ ଯୋଜନା । ୫ ଡକାୟତ ଗିରଫ । ଏହି ଡକାୟତ ମାନଙ୍କୁ ଗିରଫ କରଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୋଲିସ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26 ° C
26 °
26 °
84 %
1.9kmh
100 %
Sun
26 °
Mon
28 °
Tue
27 °
Wed
25 °
Thu
25 °

ସମ୍ବନ୍ଧିତ