Monday, July 7, 2025
24.4 C
Odisha

    ମଇଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ବେଗୁନିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆଥାନା ସିକୋଫାଣ୍ଡି ଅନ୍ତର୍ଗତ ଗୌଡ଼ପାଟଣା ନିକଟବର୍ତୀ ଖୁଣ୍ଟବନ୍ଧ ମୌଜାର ମହୁଲାକୁଦିଆରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ଏକ ମଇଗଛରେ ପ୍ରେମୀଯୁଗଳ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
    ବିଲ ହୁଡ଼ାରେ ଥିବା ମଇ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଥିବାର ସକାଳେ ଲୋକେ ଦେଖିଥିଲେ। ସେମାନେ ଝୁଲି ରହିଥିଲେ ମଧ୍ୟ ସେମାନଙ୍କ ଗୋଡ଼ ମାଟିରେ ଲାଗୁଥିବା ଦେଖିବାକୁ ମିଳିଛି। ପ୍ରେମୀଯୁଗଳଙ୍କ ପରିଚୟ ଓ ଠିକଣା ସ୍ପଷ୍ଟ ହୋଇନାହିଁ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    86 %
    2.2kmh
    100 %
    Sun
    24 °
    Mon
    27 °
    Tue
    24 °
    Wed
    27 °
    Thu
    25 °

    ସମ୍ବନ୍ଧିତ