Tuesday, June 3, 2025
28.8 C
Odisha

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ଆଗକୁ ପଢନ୍ତୁ

ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ।  ପ୍ରାଣ ହରାଇଲେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ । ମହୁଲଡ଼ିହସ୍ଥିତ କ୍ୱାର୍ଟର୍ସରେ ବିଶ୍ୱନାଥଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.8 ° C
28.8 °
28.8 °
55 %
1.4kmh
100 %
Mon
29 °
Tue
36 °
Wed
38 °
Thu
39 °
Fri
39 °

ସମ୍ବନ୍ଧିତ