Monday, July 7, 2025
24.4 C
Odisha

    ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗ, ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍

    ଆଗକୁ ପଢନ୍ତୁ

    ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗରେ ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍। ଯାଜପୁରରେ ବେଆଇନ ଗିରଫଦାରୀକୁ ନିନ୍ଦା କରିଛି ବିଜେଡି ପ୍ରତିନିଧି ଦଳ। ପୁଲିସ ଶାସକ ଦଳର ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେଡି। ଜାଣିଶୁଣି ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛି ଦଳ। ଅନ୍ୟପଟେ ବିଜେଡି ଅଭିଯୋଗ କରିଥିଲେ ବି ହେଉନି କାର୍ଯ୍ୟାନୁଷ୍ଠାନ। ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    86 %
    2.2kmh
    100 %
    Sun
    24 °
    Mon
    27 °
    Tue
    24 °
    Wed
    27 °
    Thu
    25 °

    ସମ୍ବନ୍ଧିତ