Monday, September 21, 2026
27.9 C
Odisha

    ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରମିଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି କି ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଧାନସଭା ଚାଲିବା ସମୟରେ ବାହାର ନିୟମକୁ ଘୋଷଣା କରି ହେବ ନାହିଁ ବୋଲି ପ୍ରମିଳା କହିଛନ୍ତି । ନା ବିଭାଗୀୟ ଅଧିକାରୀ, ନା ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ, କେହି କୌଣସି ନୀତିଗତ ଘୋଷଣା କରି ପାରିବେ ନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଶୁକ୍ରବାର ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି, ତାହା ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି। ଏ ସମ୍ପର୍କରେ ସୋମବାର ବିଧାନସଭାରେ ବିଜେଡି ଆପତ୍ତି ଉଠାଇବ ବୋଲ ପ୍ରମିଳା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ