Thursday, July 2, 2026
25.6 C
Odisha

    ରାମଲଲ୍ଲାଙ୍କ ଦର୍ଶନ ପାଇଁ ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଞ୍ଚିଲା ଶିଶୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭଗବାନଙ୍କ ପ୍ରତି ଆସ୍ଥା ଥିଲେ ପଥର ମଧ୍ୟରେ ବି ଭଗବାନ ଦେଖା ଦେଇଥାଆନ୍ତି। ଆସ୍ଥା ଏପରି ଏକ ଜିନିଷ ଯାହାକି କଷ୍ଟ ସହି ଆଗକୁ ବଢ଼ିବା ପାଇଁ ଶକ୍ତି ଦେଇଥାଏ। ସୋସିଆଲ ମିଡିଆରେ ଜଣେ ଛୋଟ ବାଳକଙ୍କ ଆସ୍ଥାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଉକ୍ତ ବାଳକ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାର ମୋହବ୍ବତ ବୋଲି ଜଣାପଡ଼ିଛି।

    ମୋହବ୍ବତ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଲିୟାବାଲି ଗ୍ରାମର ଜଣେ ସେନା ଅଧିକାରୀ ସବୁଜ ପତକା ଦେଖାଇଥିଲେ। ଏହି ଯାତ୍ରା ସମୟରେ ମୋହବ୍ବତର ଅଭିଭାବକ ଶ୍ରୀ ରାମ ଜନ୍ମଭୂମି ତୀର୍ଥର ମହାମନ୍ତ୍ରୀ ଚମ୍ପତ ରାଏଙ୍କ ସହିତ ଯୋଗାଯୋଗରେ ଥିଲେ। ରାମଭକ୍ତ ମୋହବ୍ବତର ପ୍ରଭୁ ରାମଙ୍କ ପ୍ରତି ଏଭଳି ଆସ୍ଥାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    87 %
    1.5kmh
    82 %
    Wed
    25 °
    Thu
    31 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ