Tuesday, July 1, 2025
23.3 C
Odisha

    ଲକ୍ଷ୍ମୀ ବସ କୁ ଧକ୍କା ଦେଲା ହାଇୱା ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର୍

    ଆଗକୁ ପଢନ୍ତୁ

    ସିନାପାଲି : ଆଜି ପ୍ରାୟ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଦେଭୋଗ୍ ରାସ୍ତାରେ ସିଙ୍ଗଝର ପଟୁ ଆସୁଥିବା ଲକ୍ଷ୍ମୀ ବସକୁ ଗୋଡାଲ ନିକଟରେ ଏକ ସିମେଣ୍ଟ ଦୋକାନ ରେସିମେଣ୍ଟ ଅନଲୋଡ କରି ରାସ୍ତା ଉପର କୁ ହଠାତ ମାଡ଼ି ଆସିଥିବା ହାଇୱା ଗାଡ଼ି ରେ ଧକ୍କା ହୋଇଥିଲା l ଫଳରେ ବସଟି ଜମି ଭିତର କୁ ଖସି ପଡ଼ିଥିଲା l ବସରେ ଅନ୍ୟ କୌଣସି ଯାତ୍ରୀ ନ ଥିବା ବେଳେ ଏଥିରେ ଥିବା ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଅଛନ୍ତି l  ଦୁର୍ଘଟଣା କରି ହାଇୱା ଫେରାର ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Mon
    23 °
    Tue
    25 °
    Wed
    24 °
    Thu
    29 °
    Fri
    26 °

    ସମ୍ବନ୍ଧିତ