Wednesday, July 30, 2025
26.8 C
Odisha

    ଲଜ୍ଜା: ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଅଭିଯୋଗ

    ଆଗକୁ ପଢନ୍ତୁ

    ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ପ୍ରଚୁର ମାତ୍ରାରେ ପୀଡିତା ଙ୍କର ରକ୍ତଶ୍ରାବ ହେଉଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ଜଣଙ୍କ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କ ଭାଇ ଓ ଭିଣୋଇଙ୍କୁ ଉଠେଇ ଆଣି ଥାନାରେ ପଚରାଉଚରା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    81 %
    3.7kmh
    86 %
    Wed
    27 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ