Wednesday, June 19, 2024
28.2 C
Odisha

    ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ ଅଭିନେତା ଗୋବିନ୍ଦା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗୁରୁବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ସିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ। ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।
    କଏହା ପୂର୍ବରୁ ବୁଧବାର ଗୋବିନ୍ଦା, ଶିବସେନା(ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର ତଥା ପୂର୍ବତନ ବିଧାୟକ କୃଷ୍ଣା ହେଗଡେଙ୍କ ସହ ମଧ୍ୟ ମିଟିଂ କରିଥିଲେ । ତେବେ ଏସମ୍ପର୍କରେ ଉଭୟ ପଟୁ କୌଣସି ବୟାନ ସାମ୍ନାକୁ ଆସିନଥିଲା । ତେବେ ଆଜି ଗୋବିନ୍ଦା ଶିବସେନା (ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଛନ୍ତି ।

    ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    72 %
    2.1kmh
    100 %
    Tue
    28 °
    Wed
    38 °
    Thu
    37 °
    Fri
    34 °
    Sat
    36 °

    ସମ୍ବନ୍ଧିତ