Wednesday, April 8, 2026
30.6 C
Odisha

    ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

    ଆଗକୁ ପଢନ୍ତୁ

    ଦେବଗଡ଼ :  ମଦ ନିଶାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ ।ଏଭଳି ଏକ ନିର୍ମମ ହତ୍ୟା ଘଟିଛି  କୁଣ୍ଢେଇଗୋଳା ଥାନା ଝାରାଡିହି ଗାଁରେ  । ଘଟଣାସ୍ଥଳରୁ ସ୍ୱାମୀ ଫେରାର୍, ହତ୍ୟାକାଣ୍ଡର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀର ମଦ ପିଆନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ନିଶାରେ ଥିବା ସ୍ୱାମୀ ରାଗରେ ସ୍ତ୍ରୀକୁ ମାଡ଼ ମାରିଥିବାବେଳେ ସ୍ତ୍ରୀର ଜୀବନ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ