Friday, March 13, 2026
24.5 C
Odisha

    ହୁତୁ ହୁତୁ ହୋଇ ଜଳିଗଲା କାର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ମାଲକାନଗିରି : ହୁତୁ ହୁତୁ ହୋଇ ଜଳିଗଲା କାର । ମାଲକାନଗିରିରେ ଏକ ହୋଟେଲ ସମ୍ମୁଖରେ ଥିବା କାରରେ ରାତି ଅଧରେ ହଠାତ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଥିଲା । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କାରରେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଅଘଟଣ ଘଟିଥିବା ସ୍ଥାନଠାରୁ ମାତ୍ର ଅଧ କିଲୋମିଟର ଦୂରରେ ମହୋତ୍ସବ ଚାଲିଥିଲା । ତେଣୁ ଯାତାୟାତ ବନ୍ଦ ରହିଥିଲା । ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ