Wednesday, September 16, 2026
24.4 C
Odisha

    ୪୧ ଡ଼ିଗ୍ରୀ ଉପରେ ୬ ସହରର ତାପମାତ୍ରା

    ଆଗକୁ ପଢନ୍ତୁ

    ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କେବଳ ଦିନରେ ନୁହେଁ ରାତିରେ ମଧ୍ୟ ତାତିର ତାଉ ଜାରି ରହିଛି। ଫଳରେ ଲୋକେ ଗରମ ଗୁଳୁଗୁଳିରେ ଦିନ ରାତି କଲବଲ ହେଉଛନ୍ତି। ବୁଧବାର ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଥିବା ବେଳେ ୬ ସହରରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

    ସେହିପରି ବୁଧବାର ମାଲକାନଗିରିରେ ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡରେ ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ ଏବଂ ଭବାନୀପାଟଣାରେ ୪୧ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ସହର ବ୍ୟତୀତ ଝାରସୁଗୁଡାରେ ୪୦.୮ ଡ଼ିଗ୍ରୀ , ନୟାଗଡରେ ୪୦.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୦.୪ ଡ଼ିଗ୍ରୀ, ତାଳଚେରରେ ୪

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.4 ° C
    24.4 °
    24.4 °
    86 %
    1.4kmh
    19 %
    Tue
    24 °
    Wed
    31 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ