Monday, April 13, 2026
28.8 C
Odisha

    ଅକ୍ଟୋବର ୨୭ତାରିଖରେ ଓଏଏସ୍‌ ପ୍ରିଲିମିନାରୀ ପରୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା । ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ନେଇ ଓପିଏସସିରୁ ବିଜ୍ଞପ୍ତି ପ୍ରକାଶ । ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା । ପ୍ରିଲିମିନାରୀ ପରୀକ୍ଷା ପାଇଁ ଓପିଏସସିର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ ଅନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ