Wednesday, November 18, 2026
22 C
Odisha

    ଅକ୍ଟୋବର ୩୦ ରେ ପିଏମ୍-କିଷାନର ମିଳିବ ୨୪ତମ କିସ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଶୁକ୍ରବାର (ଅକ୍ଟୋବର ୩୦)ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବାନସକଣ୍ଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ କିସ୍ତି ବାବଦ ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ମୋଟ ୯.୩୪କୋଟି ହିତାଧିକାରୀଙ୍କୁ ୧୮,୬୮୦ କୋଟି ଟଙ୍କା ପ୍ରଦାନ କରାଯିବ। ପିଏମ୍‌-କିଷାନ ଯୋଜନାରେ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ବାର୍ଷିକ ୬ହଜାର ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରିଆସୁଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକାରୀ ହୋଇଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22 ° C
    22 °
    22 °
    67 %
    1.4kmh
    100 %
    Wed
    21 °
    Thu
    19 °
    Fri
    21 °
    Sat
    22 °
    Sun
    28 °

    ସମ୍ବନ୍ଧିତ