Sunday, March 22, 2026
32.5 C
Odisha

    ଅଗଷ୍ଟ ୫ରେ ପ୍ରକାଶ ପାଇବ ପିଜି ମେରିଟ୍‌ ଲିଷ୍ଟ

    ଆଗକୁ ପଢନ୍ତୁ

    ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।। ଅଗଷ୍ଟ ୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ । ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ କରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୨୦ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ହେବେ। ଅଗଷ୍ଟ ୩୧ରେ ଆସିବ ଦ୍ବିତୀୟ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ଲିଷ୍ଟ । ସେହିପରି ସେପ୍ଟମ୍ବର ୧୦ରେ ପ୍ରକାଶ ପାଇବ ତୃତୀୟ ପ୍ରର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ଲିଷ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ