Monday, October 19, 2026
23.2 C
Odisha

    ଅପରେସନ୍ ସିନ୍ଦୂର: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ସେନା ସହିତ ଅଛୁ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଭାରତୀୟ ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ। ଅପରେସନ୍ ସିନ୍ଦୁର ନେଇ ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଆମ ସଂସ୍କୃତିରେ ସିନ୍ଦୁର କେବଳ ଏକ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସେନା ବାହିନୀଙ୍କ ମନରେ ରହିଛି। ବର୍ତ୍ତମାନ ଭାରତ କେବଳ ପ୍ରତିରକ୍ଷା କରୁନାହିଁ ବରଂ ଆତଙ୍କବାଦ ଉଚ୍ଛେଦ କରିବାକୁ ସମ୍ପୂର୍ଣ୍ଣ ଭାବରେ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ମାନଙ୍କ ସହ ସଦାସର୍ବଦା ଅଛୁ ଏବଂ ରହିଥିବୁ। ଆମେ ସେନାର ବିଜୟରେ ବିଶ୍ଵାସ କରୁଛୁ। ଜୟ ହିନ୍ଦ୍‌, ଭାରତ ମାତା କୀ ଜୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ