Wednesday, July 22, 2026
23.3 C
Odisha

    ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ, ଗଞ୍ଜାମ ବନଖଣ୍ଡରୁ ପୁରୀ ଗଲା କାଠ

    ଆଗକୁ ପଢନ୍ତୁ

    ଗଞ୍ଜାମ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀକୁ ଗଲା କାଠ।  ଉତ୍ତର ଘୁମୁସର ବନଖଣ୍ଡର ଘୋଗଡ ଜଙ୍ଗଲରୁ ୪ ବର୍ଷ ଧରି କାଠ ପୁରୀକୁ ଯାଉଛି । ଚଳିତବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଯାଇଛି ୨୩ ଖଣ୍ଡ ରଥକାଠ ।

    ଟ୍ରଲର ସାହାଯ୍ୟରେ ପଠାଯାଇଥିବା ରଥକାଠ ମଧ୍ୟରେ ରହିଛି ୪୦ ଫୁଟ ଲମ୍ବର ୨୧ ଟି ଧଉରା ଏବଂ ଦୁଇଟି ଅସନ କାଠ । ଚଳିତ ବର୍ଷ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଏହି ବନଖଣ୍ଡର ବାଇବାଲି ଜଙ୍ଗଲରୁ ଯିବ ରଥକାଠ । ସମୁଦାୟ ୯୦ ଖଣ୍ଡ କାଠ ପଠାଇବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ହୋମଯଜ୍ଞ ଓ ପୂଜାପାଠ ପରେ କାଠ ପୁରୀ ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ