Tuesday, March 24, 2026
21.9 C
Odisha

    ଅଫୁଟା ବାଣ ଫୁଟାଇ ଛିଡି ଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ହାତ

    ଆଗକୁ ପଢନ୍ତୁ

    ଅନୁଗୋଳ : ଅଫୁଟା ବାଣ ଫୁଟାଇ ଛିଡି ଗଲା ଦଶମ ଶ୍ରେଣୀର ଛାତ୍ରଙ୍କ ହାତ ।  ପୋଲିସ ଟ୍ରେନିଂ ପଡିଆରେ କ୍ରିକେଟ ମ୍ୟାଚ ଚାଲୁଥିବା ବେଳେ କ୍ରିକେଟ ଖେଳରେ ଅଫୁଟା ଥିବା ବାଣ ଫୁଟାଇବା ବେଳେ ଘଟିଲା ଅଘଟଣ ।  ଘଟଣା ଘଟିଛି ଅନୁଗୋଳ ଥାନା ପୋଲିସ ଟ୍ରେନିଂ ଖେଳ ପଡିଆରେ । ଘଟଣାରେ ସୌଭାଗ୍ୟ ନଗର ଅଞ୍ଚଳର ଆକାଶ ବେହେରାଙ୍କ ଛିଣ୍ଡିଲା ହାତ । ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଅବସ୍ଥା ସଂକଟାପର୍ନ୍ନ ହେବାରୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ