Friday, February 20, 2026
34 C
Odisha

    ଅଭିନେତ୍ରୀଙ୍କୁ ଚାନ୍ସ ଦେବାକୁ କହି ଠକିଦେଲେ

    ଆଗକୁ ପଢନ୍ତୁ

    ଆଲବମରେ ଚାନ୍ସ ଦେବାକୁ କହି ଯୁବତୀଙ୍କୁ ଠକେଇ। ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଲେ ମିଛ ପ୍ରଡ୍ୟୁସର। ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ନିବେଦନ ଓ ପରେ ଠକେଇ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ। ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉକ୍ତ ଅଭିନେତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ