Monday, March 23, 2026
24.7 C
Odisha

    ଅମରେନ୍ଦ୍ର ଦାସଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ବକୁ ବିରୋଧ

    ଆଗକୁ ପଢନ୍ତୁ

    ବିଜେପିରେ ଟିକେଟ ଟେନସନ ଜାରି। ଅସନ୍ତୋଷ ଏବେ ଆକ୍ରୋଶରେ ପରିଣତ ହେଲାଣି । ବୁଧବାର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ନେତା ବିଜେଡି ଛାଡି ବିଜେପିରେ ମିଶିଥିବା ଅମରେନ୍ଦ୍ର ଦାସଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ବିରୋଧ କରୁଛନ୍ତି । ଯିଏ ସଂଗଠନ ସଜାଡ଼ିଛି, ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଛି, ତାଙ୍କୁ ହତାଦର କରାଯାଉଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ଜଗତସିଂହପୁର ବିଧାନସଭା ଆସନରେ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ ସତ୍ୟବ୍ରତ । ଏଥର ତାଙ୍କ ଟିକେଟ କଟିବା ନେଇ ଆଶଙ୍କା କରୁଥିବାରୁ ସେ ନେଇ ଦଳୀୟ ମୁଖ୍ଯାଳୟରେ ପ୍ରତିବାଦ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ