Wednesday, April 1, 2026
38.4 C
Odisha

    ଆଇଗିଣିଆରେ ବତକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବରର ଆଇଗିଣିଆରେ ବତକ ଗାଡ଼ି ଦୁର୍ଟଣାଗ୍ରସ୍ତ । ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ । ମୃତ ବତକ ବୋହିନେଲେ ସ୍ଥାନୀୟ ଲୋକ । ବିଳମ୍ବିତ ରାତି ପ୍ରାୟ ସାଢେ ୩ଟାରେ ଦୁର୍ଘଟଣା ଘଟିଛି । ତାମିଲନାଡୁରୁ ଝାଡ଼ଖଣ୍ଡକୁ ଯାଉଥିଲା ବତକ ଗାଡି । ବ୍ରେକଫେଲ୍ ଯୋଗୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଡ୍ରାଇଭର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ