Friday, October 2, 2026
22.2 C
Odisha

    ଆଉ ମଞ୍ଚରେ ଦେଖାଯିବେ ନାହିଁ ହାସ୍ୟ ଅଭିନେତା ନରି ପଣ୍ଡା, ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଆସନ୍ତା ଯାତ୍ରା ଋତୁରେ ମଞ୍ଚରେ ଦେଖାଯିବେନି ହାସ୍ୟାଭିନେତା ନରି ପଣ୍ଡା। ଅଭିନେତାଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ। ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍‌ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ସୂଚନା ଦେଇଛନ୍ତି।

    ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ ନରିପଣ୍ଡା । ଯାହା ଫଳରେ ମାଲିକ ତାଙ୍କୁ ମାଡ଼ ମାରିବା ସହିତ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ କରିଥିଲେ ନରି ପଣ୍ଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ