Saturday, February 7, 2026
25.1 C
Odisha

    ଆଜିଠୁ ଟି-୨୦ ବିଶ୍ବକପ୍, ପ୍ରଥମ ଦିନରେ ଭାରତକୁ ଭେଟିବ ଆମେରିକା

    ଆଗକୁ ପଢନ୍ତୁ

    ମୁମ୍ବାଇ : ଆଜିଠୁ ଟି-୨୦ ବିଶ୍ବକପ୍ । ପ୍ରଥମ ଦିନରେ ଆୟୋଜକ ଭାରତକୁ ଭେଟିବ ଆମେରିକା । ମୁମ୍ବାଇରେ ଖେଳାଯିବ ମ୍ୟାଚ । ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଥିବାରୁ ଭାରତର ମନୋବଳ ଦୃଢ ରହିଛି । ତେଣୁ ଆଜି ପ୍ରଥମ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଏବେ ଭାରତର ପ୍ରଦର୍ଶନ ଭଲ ରହିଛି ।  ଆଜି ବରୁଣ ଚକ୍ରବର୍ତ୍ତୀ ଓ କୁଳଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

    ଅଭିଷେକ ଶର୍ମା ଓ ଇଶାନ କିଷନ ଓପନିଂ କରିବେ । ୱାଶିଂଟନ୍ ସୁନ୍ଦର ସୁସ୍ଥ ହୋଇଥିଲେ ମଧ୍ୟ ୱାର୍ମ ଅପ୍ ମ୍ୟାଚ ଖେଳିନଥିଲେ । ତେଣୁ ୟୁଏସ୍ ବିପକ୍ଷରେ ଅଲରାଉଣ୍ଡର ଅକ୍ଷର ପଟେଲ ଖେଳିବା ସମ୍ଭାବନା ଅଧିକ ରହିଛି । ଅନ୍ୟପଟେ ଆଜି କଲମ୍ବୋରେ ପାକିସ୍ତାନ ଓ ନେଦରଲାଣ୍ଡସ୍ ମୁହାଁମୁହିଁ ହେବେ ।  ଅପରାହ୍ନରେ କୋଲକାତାରେ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    20 %
    2.2kmh
    0 %
    Sat
    30 °
    Sun
    31 °
    Mon
    31 °
    Tue
    32 °
    Wed
    34 °

    ସମ୍ବନ୍ଧିତ