Monday, September 28, 2026
24.7 C
Odisha

    ଆଜିଠୁ CBSE ପରୀକ୍ଷା, ସକାଳ ୧୦:୩୦ ରୁ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ । ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀର ପରୀକ୍ଷା । ଦ୍ବାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ତାରିଖ ଯାଏଁ ଚାଲିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆଜି ଗଣିତ ପରୀକ୍ଷା ଦେବେ । ସେହିପରି ଦ୍ବାଦଶ ଶ୍ରେଣୀର ପିଲା ଆଜି ବାୟୋ ଟେକ୍ନାଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍ ସଟ୍ ହାଣ୍ଡ ହିନ୍ଦୀ କିମ୍ବା ଇଂରାଜୀରେ ବିଷୟରେ ପରୀକ୍ଷା ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ