Wednesday, December 17, 2025
20.4 C
Odisha

    ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

    ଆଗକୁ ପଢନ୍ତୁ

    ପୁରୀ: ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ସନ୍ଧ୍ଯା ଆଳତି ପରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ଆଡପ ବିଜେ ନୀତି ଅନୁଷ୍ଠିତ ହେବ । ଏବେ ଶରଧାବାଲିରେ ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।


    ରଥ ଉପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତ କୃତାର୍ଥ ହେଉଛନ୍ତି । ଦିବ୍ଯ ଦର୍ଶନ କରି ଜୀବନକୁ ଧନ୍ଯ ମନେ କରୁଛନ୍ତି ଭକ୍ତ । ଗତ ରବିବାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା । ଗତକାଲି ଅଧାରେ ରହିଥିବା ତିନି ରଥକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶରଧାବାଲିକୁ ଟାଣି ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ